ଏହା ଫିଟନେସ୍, କ୍ରୀଡ଼ା ଉତ୍କର୍ଷତା ତଥା ଓଡ଼ିଶାର ମନୋରମ ବେଳାଭୂମି ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ ଐତିହ୍ୟକୁ ଉତ୍ସବ ଭାବେ ପାଳନ କରିବାର ଏକ ଅନନ୍ୟ ପ୍ରୟାସ।
୪୨ କି.ମି. (42K), ୨୧ କି.ମି. (21K), ୧୦ କି.ମି. (10K) ଏବଂ ୫ କି.ମି. (5K) ବର୍ଗର ଦୌଡ଼ ସହ ମୋଟ ₹୧ କୋଟି ଟଙ୍କାର ଆକର୍ଷଣୀୟ ପୁରସ୍କାର ରାଶି (Prize Purse) ସହିତ, ଏହା ଆପଣଙ୍କ ପାଇଁ ଏକ ଅବିସ୍ମରଣୀୟ କ୍ରୀଡ଼ା ଅଭିଜ୍ଞତାର ଅଂଶ ହେବାର ସୁବର୍ଣ୍ଣ ସୁଯୋଗ।
ମାରାଥନ୍ ତାରିଖ: ୧୩ ଡିସେମ୍ବର ୨୦୨୬ ! ପଞ୍ଜୀକରଣର ବର୍ଦ୍ଧିତ ଶେଷ ତାରିଖ: ୨୧ ନଭେମ୍ବର ୨୦୨୬
ଏବେ ହିଁ ପଞ୍ଜୀକରଣ କରନ୍ତୁ: www.puricoastalmarathon.in





