ବାତ୍ୟା ‘ଅର୍ଣ୍ଣବ’ ଓ ‘ମୁରାସୁ’ର ପ୍ରଭାବ: ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ନଭେମ୍ବର ୧୪ ଯାଏଁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ ସାମ୍ପ୍ରତିକ ବାତ୍ୟା ‘ଅର୍ଣ୍ଣବ’ ଓ ‘ମୁରାସୁ’ର ପ୍ରଭାବ ଯୋଗୁଁ ଦୁଇଟି ଜିଲ୍ଲାରେ ଜନଜୀବନ ବିଶେଷ ଭାବେ ପ୍ରଭାବିତ ହୋଇଛି। ବିଶେଷକରି ରାୟଗଡ଼ା ଓ ନବରଙ୍ଗପୁର…
